ଡ଼ିମିରି ପଲ୍ଲୀ ସେବାଶ୍ରମ ସ୍କୁଲ ର ଛାତ୍ର କନ୍ଦଳ ,ଝଗଡା ରେ ଗୋଟିଏ ପିଲାର ଗୋଡ଼ରେ ଆଘାତ , ଅପାରଗତାର ପରିଚୟ ଦେଉଛି ଶିକ୍ଷକଙ୍କ ଅନୁପସ୍ଥିତି .



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ପଞ୍ଚାୟତର ଡ଼ିମିରିପଲ୍ଲୀ ସେବାଶ୍ରମ ସ୍କୁଲ ମଧ୍ୟରେ ଏକ ଅଭାବବିନିୟ ଘଟଣା ଘଟିଛି . ଯାହାକି ଅତୀବ ନିନ୍ଦନୀୟ ଘଟଣା . ବିଗତ ଦିନରେ ଶିକ୍ଷକମାନଙ୍କ ବ୍ୟବହାର ଲାଗି ଦୁଇ ଜଣ ସିଖାଙ୍କ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ଏବେ ଛାତ୍ର ଆସନ୍ତି ସୀମା ଅତିକ୍ରମ କରିଛି . 


  ବିଦ୍ୟାଳରେ ଛାତ୍ର ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମନୋରଞ୍ଜନ ବେହେରା ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଜଣେ ଛାତ୍ର ଖଟରୁ ଠେଲି ଗୋଡ଼ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି,କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବାର ସମ୍ନାକୁ ଆସିଥିବା ବେଳେ ଏବେ ପୁଣିଥରେ ପୁନରାବୃତ୍ତି ହୋଇଥିବାର ଦେଖିବାକୁ ମିଳିଛି। ଅଭିଯୋଗ ମିଳୁଛି କି  ଓ୍ବାର୍ଡ ଚାର୍ଜରେ ଥିବ ଶିକ୍ଷକ ଶିକ୍ଷୟିତ୍ରୀ ରାତିରେ ବିଦ୍ୟାଳୟରେ ରହୁନାହାନ୍ତି .  ଘଟଣା ମଧ୍ୟ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି ।

କେବଳ ସେତିକି ନୁହେଁ ସ୍ଥାନୀୟ ବାସିନ୍ଦାଙ୍କ କହିବାର କଥାଯେ ସଠିକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆସୁନଥିବା ରୁ ଏସବୁ ଘଟଣା ଘଟୁଛି ,ସ୍କୁଲ ର ଶିକ୍ଷକ   ଶରତ କୁମାର  ସାହୁ କହିଥିଲେ ଏ ଘଟଣା ଆଗରୁ ସେ ପିଲାକୁ କହୁହାଯାଇଥିଲା କିନ୍ତୁ ସେ ପିଲାର ବାପା ପ୍ରତିଶୁତି ଦେଇଥିଲେ ଯେ ଏଭଳି ଆଉ ଘନ ଘଟିବ ନାହିଁ .କିନ୍ତୁ  କିନ୍ତୁ ପୁନର୍ବାର .ଶିକ୍ଷା କେବଳ ବାହାନା କରି ଘଟଣା ଟିକୁ ଚାପିଦେବାକୁ ବସିଥିଲେ . ଏପରି ସମସ୍ୟା  ମାନ ଦେଖିବାକୁ ମିଳିଛି ,

ଏମିତି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଈଥିବାର ଦେଖିବାକୁ ମିଳିଛି କାରଣ ଡିମିରିପଲ୍ଲୀ ଆଶ୍ରମ ବିଦ୍ୟାଳୟ ଏକ ୫ ଟି ବିଦ୍ୟାଳୟ।। କିନ୍ତୁ ଏଠି ଶିକ୍ଷକ ଶିକ୍ଷୟିତ୍ରୀ ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ଅଘଟଣ ଘଟିଥିବାର ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।। ଦେଖିବାକୁ ବାକି ରହିଲା ଏଭଳି ସମସ୍ୟା କେବେ ସ୍ଥାୟୀ ସମାଧାନ କରୁଛି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରସାସନ।

Post a Comment

0 Comments