ଖବର ଆଜିର ତାରିଖ ୧୦/୧୨/୨୨,ଶନିବାର

 


୧-ଭୁବନେଶ୍ବର: ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ,୩୫ହଜାର ୧୪୪ଟି ଇ-ଚାଲାଣ ଜାରି।

୨-ନବୀନଙ୍କ ଆଶୀର୍ବାଦ ନେଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା।

୩-+୨ ଫର୍ମ ପୂରଣ ପାଇଁ ପୁଣି ସୁଯୋଗ,୧୨ରୁ ଫର୍ମ ଭରିବେ ଛାତ୍ରଛାତ୍ରୀ।

୪-ଆନନ୍ଦ ଟପ୍ପୋ ହତ୍ୟା ମାମଲା: ଇନଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଥାନା ମନା, ନିର୍ଦେଶ ଦେଲେ ହାଇକୋର୍ଟ।

୫-ମେଡିକାଲ ଛାତ୍ର ଇଫୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସାବାସୀ ସହ ଭେଟି ଦେଲେ ନୂଆ ମୋବାଇଲ୍‌ ଓ ବହି।

୬-ଧନୁଯାତ୍ରାରେ ବଳରାମ ପାଇଁ ମନୋନୀତ କଳାକାରଙ୍କ ମୃତ୍ୟୁ, ବରଗଡ଼ ଅଞ୍ଚଳରେ ଶୋକର ଛାୟା।

୭-ବରମୁଣ୍ଡା ଗାଁରେ କଙ୍ଗାରୁ କୋର୍ଟ :କମେଣ୍ଟମରାକୁ ନେଇ ବାପା-ପୁଅଙ୍କୁ ଆଣ୍ଠେଇ ଦେଲେ, ପରେ ଭିଡିଓ ଭାଇରାଲ୍‌ କଲେ।

୮-ଭୁବନେଶ୍ୱର ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହେଲା କୁକୁର ପ୍ରଦର୍ଶନି: ଆସିଛନ୍ତି ୩୦ ପ୍ରଜାତିର କୁକୁର, ହେଉଛି ବିଭିନ୍ନ ପ୍ରତିଯୋଗିତା।

୯-ଭୁବନେଶ୍ବର:ପ୍ରଦର୍ଶନୀ ପଡ଼ିଆରେ  ଆରମ୍ଭ ହେଲା ରାଜଧାନୀ ପୁସ୍ତକ ମହୋତ୍ସବ ‘ଅକ୍ଷର’।

୧୦-ଭୁବନେଶ୍ୱର:ଓଡ଼ିଶାରେ ଆରମ୍ଭ ହେଲା ଛେଳି କୃତ୍ରିମ ପ୍ରଜନନ।

୧୧-ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ହେଲେ ନିଲମ୍ବିତ।

୧୨-ବ୍ରହ୍ମଗିରି ଆଲାରପୁର:ଜଳିଗଲା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘର, ୧୦ଟି ଛେଳି ଜୀବନ୍ତ ଦଗ୍ଧ।

୧୩-ଡେରାଡୁନ:ଟ୍ରେନି ଆଇଏଏସଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ, ବଞ୍ଚିତଙ୍କ ପ୍ରତି ଦୟା ପରବଶ ହୁଅ।

୧୪-ନୂଆଦିଲ୍ଲୀ:ଏବେ କ୍ଷଣିକରେ ଶତ୍ରୁ ହେବ ଧରାଶାୟୀ; ହାଇପରସୋନିକ୍‌ ଯାନ ହେଲା ପରୀକ୍ଷଣ।

୧୫-'ଗୋଟିଏ ଛକରେ ଭଉଣୀ-ଝିଅକୁ ଦୁର୍ବ୍ୟହାର କଲେ, ଅନ୍ୟ ଛକରେ ଗୁଳି ଖାଇବ’: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

୧୬-ଶେଷରେ ଅସଲି ସ୍ୱରୁପକୁ ଫେରିଲା ତାଲିବାନ, ସର୍ବସାଧାରଣରେ ଦୋଷୀକୁ ମୃତ୍ୟୁ ଦଣ୍ଡ, ତାଲିବାନ ଶାସନରେ ଦିଆଗଲା ପ୍ରଥମ ଫାସୀ।
 

Post a Comment

0 Comments