ନୟଗାର ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେ ଥିବା ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟ କୁ ପରିଦର୍ଶନରେ ଆସିଲେ ଡ଼. ପ୍ରଶ୍ନ ପାଟଶାଣୀ . ଆଜି ଦିନ ୧୧ ଘଟିକା ସମୟରେ ମହାବିଦ୍ୟାଳୟ ପରିସରେ ଡ଼. ପ୍ରସନ୍ନ କୁମାର ପାଟସାନିଙ୍କୁ ମହାବିଦ୍ୟଳତାର ଛାତ୍ର ଛାତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ମହାବିଦ୍ୟାଳୟ ପରିସରକୁ ନେଇଥିଲେ .ସେଠାରେ ଥିବା ମୀନକେତନ ପଟନାୟକଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କାଇଥିଲେ .ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୱାଜ କରାଯାଇଥିଲା .
ଆଜିର ସଭାରେ ଡ଼. ପ୍ରଶ୍ନ ପାଟଶାଣୀ ସମେତ ଦାଶରଥି ପଟନାୟକଙ୍କ ନାତି ଦୀପକ ପଟ୍ଟନାୟକ ,ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,୧୭ ନ ଜିଲ୍ଲା ପରିଷଦନ୍କ ପ୍ରତିନିଧି ଦିଲୀପ ଦଳବେହେରା ,ସୋରଡ଼ା ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ,ମହାବିଦ୍ୟାଳୟ ପ୍ରତିଷ୍ଠାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ,ଲେଖିକା ରୋଜାଲିନ ସେନାପତି ,ଅଧକ୍ଷ ପଦ୍ମଚରଣ ସାହୁ ,ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ,ଦୈତାରୀ ପଣ୍ଡା ,ଅଧ୍ୟାପିକା ଅର୍ଚନା ଦାସ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ
.ଆଜିର ସଭାରେ ରେ ପ୍ରସନ୍ନ କୁମାର ପାଟସାନି ନିଜ ଅଭିଭାଷଣ ମାଧ୍ୟମରେ ସଂକୃତ ଭାଷାର ଆବଶ୍ୟକତା ,ଏହି ପ୍ରାଚୀନ ଭାଷାକୁ ଜିବିତ ରଖିବା ପାଇଁ ସେ କିଭଳି ସ୍ବର୍ଗତ ଜାନକୀ ବଲଭ ପଟନାୟକନ୍କ ମିଳିତ ଉଦ୍ୟମରେ ଶ୍ରୀ ଜଗନାଥ ସଂକୃତ ବିଶ୍ୱ ବିଦ୍ୟାଳୟ ପୁରୀ ଠାରେ କରିବାରେ ସହଯୋଗ କରିଥିଲେ ସେ ବିଷୟ ବର୍ଣ୍ଣକରିଥିଲେ .
ସେ ଯେହେତୁ ଓଡିଶା ଯୋଜନା ବୋର୍ଡର ସଦସ୍ୟ ଥିବାରୁ କିଭଳି ଏହି ମହାବିଦ୍ୟାଳୟର ଉର୍ନତି କରାଯିବ ଏବଂ ସ୍ନାତକ ସଂକୃତ ଭାଷାରେ ଆରମ୍ଭ କରିବା ଦିଗରେ ସମ୍ପୂର୍ଣ ସହାୟତା କରିବା ପାଇଁ ପ୍ରତିଶୁତି ଦେଇଥିଲେ .ତତ ସହିତ ମହାବିଦ୍ୟାଳୟ ପରିସରରେ ଏକ ନୂତନ ଗୃହ ନିର୍ମାଣ ପାଇଁ ଶୁଭ ଭିତିସ୍ପଟର ସ୍ଥାପନ କରିଥିଲେ . ମହାବିଦ୍ୟାଳୟର ପରିବେଶ ,ଛାତ୍ର ଛାତ୍ରୀଙ୍କ ବ୍ୟବହାର ରେ ଅତ୍ୟନ୍ତ ଖୁସି ଅନୁଭବ କରି ଥିଲେ.
0 Comments