🚦ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ହେବ ଆରମ୍ଭ

 



*👉🏿 ମୋଟ ୫୬ଟି କେନ୍ଦ୍ରରେ ୧୨୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ ।*


*👉🏿 ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଏହି ଖାତା ଦେଖା ।*


*👉🏿ଆସନ୍ତା ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ କରାଯାଇଛି ଲକ୍ଷ୍ୟ ।*


*👉🏿ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କୁ ମୋବାଇଲ ନେବାକୁ ହୋଇଛି ବାରଣ l*

Post a Comment

0 Comments