ନୂଆଗାଁ ବ୍ଲକର ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗରେ ଲିକୁନ ଙ୍କୁ ଚିକିସ୍ଛା ଲାଗି ୧୯୧୦୦ ଟଙ୍କା ପ୍ରଦାନ କରାଯଇଛି . ନୂଆଗାଁ ବ୍ଲକ ପରିସରରେ ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ଉପସ୍ଥିତିରେ ଲିକୁନ ଙ୍କ ଚିକିତ୍ସା ଲାଗି ଏହି ରାଶି ତାଙ୍କ ବାପାଙ୍କୁ ଦିଆଯାଇଛି . କାରଣ ଲିକୁନ ଗଲା ମାସରେ ୭ ତାରିଖରେ ଏକ ସଡ଼କଡ଼ରୁଘଟଣାରେ ଦୃଘଟଣା ଗ୍ରସ୍ତ ହୋଇଥିଲେ .ତାଙ୍କ ମୁଣ୍ଡରେ ପ୍ରଚୁର ମାତ୍ରାରେ ଆଘାତ ଲାଗିଥିଲେ . ଯାହାକି ବର୍ତମାନ ସେ ଭୁବନେଶ୍ୱରେ ଏକ ଘରୋଇ ଚିକିତ୍ସାଳୟରେ ରହି ଚିକିତ୍ସଛିତ ହେଉଛନ୍ତି .ଲିକୁନ ଙ୍କୁ ଠିକ କରିବା ଲାଗି ସମସ୍ତ ପରିବାର ବର୍ଗ ଅର୍ଥ ଯୋଗାଡ଼ରେ ଲାଗିପଡିଛନ୍ତି . ଲିକୁନ ମା ବର୍ତମାନ ସହାୟତାପାଇଁ ଶଯ୍ୟାର ହାତ ବଢ଼ାଇ ଛନ୍ତି.
0 Comments