ଜାତୀୟରାଜ ପଥ ୫୭ ପଣ୍ଚୁପାଣ୍ଡଵ ନିକଟରେ ଦୃଘଟଣା ,୪ ଗୁରୁତର

 


ନୂଆଗାଁ ବ୍ଲକ ଜାତୀୟରାଜ ପଥ ୫୭ ପଣ୍ଚୁପାଣ୍ଡଵ ନିକଟରେ ଦୃଘଟଣା ୪ ଗୁରୁତର ହୋଇ ପଡ଼ିବାର ଖବର ମିଳିଛି .ତାଙ୍କୁ ଅଗ୍ନିଶମ ବାହିନୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାଂତର କରିଛନ୍ତି .


  ଘଟଣା ସୂତ୍ର ରୁ ଜଣାପଡେ ରାତି ପ୍ରାୟ ୭ ଘଟିକା ସମୟରେ ଏହି ଦୃଘଟଣା ଘଟିଛି . ଦୁଇ ବାଇକ ମୁହିଁ  ମୁହିଁ ଧକା ହେବ ଦ୍ୱାରା ଏହି ଦୃଘଟଣା ଘଟିଛି  . ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ମିଶି ସମସ୍ତ ବାଇକ ଆରୋହୀଙ୍କୁ ମହୀପୁର ଗୋଷ୍ଠୀ କେନ୍ଦ୍ର ନେଇ ଯାଇଥିଲେ . ସେମାନଙ୍କର ସେନ୍ସ ଆସିନଥିଲା .

ସେମାନେ ନୟାଗଡ଼ ,ଫୁଲବାଣୀ ,ବୌଧ ଏବଂ ଅନ୍ୟଜଣକ ସଠିକ ପରିଚୟ ମିଳିନି . ସେମାନେ ଗୁରୁତର ଅବସ୍ଥାରେ ମହୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରାଯାଉଛି . 

Post a Comment

0 Comments