ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରୁ କୃଷି ରଥର ଶୁଭାରମ୍ଭ ହୋଇଛି . କୃଷକ ମାଙ୍କର ସଚେତନତା ପାଇଁ ଏହି ରଥ ନୂଆଗାଁ ବ୍ଲକ ର ପ୍ରତେକ ପଂଚାୟତ ଠାରୁ ଗ୍ରାମ ପର୍ଯ୍ୟନ୍ତ ଲୋକନୃତ୍ୟ ଓ ଟେଲିଭିଜନ ମାଧ୍ୟମରେ ଏହି ରଥ ଚାଷୀକୁ କୃଷି ବିଭାଗର ବିଭିର୍ଣ୍ଣ ଯୋଜନା ଏବଂ କାର୍ଯ୍ୟକ୍ରମ ଯଥା ବିହନ ବିଶୋଧନ ,ଇ ରୋଗସର୍ବେକ୍ଷଣ ,ଧଡ଼ିରୁଆ ,କୃଷି ଓଡିଶା ,ଗୋ ସୁଗମ ପୋର୍ଟାଲ ,ପିଏମ କିସାନ ,ଇ- କେୱାଇସି ,ଇତ୍ୟାଦି ବିଷୟରେ ଅବଗତ କରାଇବ . ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଆତ୍ମା ଚେୟାରମ୍ୟାନ ସଂଜୀବ ଡାକୁଆ ,୧୭ ଜିଲ୍ଲା ପରିଷଦ ପ୍ରତିନିଧି ଦିଲ୍ଲୀପ ଦଳବେହେରା ,ସମାଜସେବୀ ଶଙ୍କର୍ଷଣ ବେହେରା ,ଏ ଓ ନୂଆଗାଁ ,ସିଡିପିଓ ନୂଆଗାଁ ,ଓଲମ ଓ ବିପିଏମ ର ସମସ୍ତ କର୍ମଚାରୀ ୱାପସ୍ଥିତ ଥିଲେ .
0 Comments