ନୂଆଗାଁ ବ୍ଲକ ବିଭିର୍ନ୍ନ ପ୍ରକଳ୍ପ ଶୁଭ ଭିତିସ୍ପ୍ଟର ସ୍ଥାପନ କାଲେ ମାନ୍ୟବର ଭିଧାୟକ ଦଶପଲ୍ଲା

 





ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡଝୋଲା ପଂଚାୟତ ର ବଳିପଦା ଠାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ର ଶୁଭ ଭୀତିସ୍ପତର ସ୍ଥାପନ କରାଯାଇଛି । ଉକ୍ତ କାର୍ଯ୍ୟ ପାଇଁ ୪୬ ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଛି । ସେହିପରି ବାହାଡଝୋଲା ପଂଚାୟତ ର ମୂଳ ଖଣ୍ଡ ଠାରେ ୪୮ ଲକ୍ଷ ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭ ଭିତିସ୍ପତର ସ୍ଥାପନ ହୋଇଛି । ଠିକ ସେହିପରି ଶିକ୍ରୀଡା ପଂଚାୟତ ର ଅମେଇମୁହ୍ନା ଠାରେ ୫୬ ଲକ୍ଷ ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭ ଭିତିସ୍ପତର ସ୍ଥାପନ ହୋଇଯାଇଅଛି ।


ଆଜିର ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟ ଙ୍କ ସହିତ ନୂଆଗାଁ ବ୍ଲକ ,ଅଧକ୍ଷଙ୍କ ପ୍ରତିନିଧି ସଂକର୍ଷଣ ବେହେରା ,ଉପାଧକ୍ଷ ପରଶୁରାମ ସ୍ଵାଇଁ ,୧୬ ଜୋନ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ ,17 ଯୋନ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା,ସ୍ଥାନୀୟ ବାହାଡଝୋଲା ପଞ୍ଚାୟତର ସରପଞ୍ଛ ,ସମିତି । ତତ ସହିତ ଶିକ୍ରୀଡା ଗ୍ରାମପଞ୍ଚାୟତ ସରପଞ୍ଚ ସମିତି ଉପସ୍ଥିତ ରହିଥିଲେ । ଆଜିର କାର୍ଯ୍ୟ କ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ସମେତ ବହୁ ବିଯୁଜନତା ଦଳର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।      

 

Post a Comment

0 Comments