ନୟାଗଡ଼ ଜିଲ୍ଲା ମହୀପୁର ପାଟୁଳିସାହି ମଡ଼ର ଘଟଣାର ମୁଖ୍ୟ ଆସାମୀ ଦିପୁସାହୁ ଓ ତାର ବାପା ଫେରାର ଥିଲେ.କଟକ ଶୈଳେନ୍ଦ୍ର ଜେନା ମଡ଼ର ଘଟଣାରେ ଫେରାର ଥିଲେ.ଆଜି ସକାଳୁ ଓଡଗାଁ ଥାନା ଅଧିନସ୍ଥ ବାହାଡଝୋଲା ଫାଣ୍ଡିରେ ୨ ଅଭିଯୁକ୍ତ ଦିପୁସାହୁ ଓ ତାର ବାପା ଆତ୍ମସମର୍ପଣ କରିଛନ୍ତି.
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments