ଓଷ୍ଟା ବ୍ଲକ ସ୍ତରୀୟ ଶିଶୁ ଉଶ୍ଚବ ୨୦୨୨ ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି .



ନୂଆଗାଁ ବ୍ଲକ  ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ଉଶ୍ଚବ ଅନୁଷ୍ଠିତ ହୋଇଯଇଛି . ସୂଚନା ମୁତାବକ  ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ,ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମିକ  ଉଚ୍ଚବିଦ୍ୟାଳୟ ଅଧୟନ କରୁଥିବା ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ . . ଏଥିରେ ୧୦ ଗୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  . ତର୍କ ,କଣ୍ଠ ସଂଗୀତ ,ଚିତ୍ରାଙ୍କନ ,କବିତା ଆବୃତି ,ଗଳ୍ପ ଲିଖନ ,କବିତା ରଚନା ,ଏକକ ଅଭିନୟ ,ସାଧାରଣ ଜ୍ଞାନ ,କୁଇଜ ପ୍ରତିଯୋଗିତା କଟାଯିଥିଲା . ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା . ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ହେଲେ

  ତର୍କରେ- ଶୁଭଲଷ୍ମୀ ବେହେରା ପ୍ରଥମ, ରାଜେନ୍ଦ୍ର ସାହୁ ଦ୍ୱିତୀୟ ,

କଣ୍ଠ  ସଂଗୀତ- ସୂର୍ଯ୍ୟମଣି ନାୟକ ପ୍ରଥାମ ସୋମନାଥ ଦାସ ଦ୍ୱିତୀୟ, 

ଛତ୍ରାଙ୍କନ - ମହେଶ କୁମାର ସାହୁ(୧) ,ଶ୍ରଦ୍ଧାଞ୍ଜଳି ନାୟକ (୨) 

କବିତା ଆବୃତି -ରୋଜୀନା  ନାୟକ (୧)ଦିପଞ୍ଜଳି ପରିଡା (୨)

ଗଳ୍ପ ଲିଖନ -ପାୟଲ ପିରିୟ୍ଡ଼ର୍ସିଂ ପ୍ରଧାନ (୧)ଆୟୁ ସ୍ମିତା ମାର୍ଥା (୨)

କବିତା ରଚନା -ସୁଭାସିସ ମହାପାତ୍ର (୧)ଦୀପାଳି ପରିଡା (୨)

ଏକକ ଅଭିନୟ -ରଂଜିତା ସାହୁ (୧)ସୁଜାତା ମଝି (୨)

ଏକକ ନୃତ୍ୟ -ରୁଚିକା ଚୌଧୁରୀ (୧)ସୁଭାସମିତ ମର୍ଥ (୨)

ସାଧାରଣ ଜ୍ଞାନ -ପ୍ରଜ୍ଞା ପ୍ରିୟଦର୍ଶିନୀ ପୃଷ୍ଟି (୧)ସୁକାନ୍ତି ମଲ୍ଲିକ (୨)

କୁଇଜ -ନିତ୍ୟାନଦ ସାହୁ (୧)ଆୟୁଷ ମନ ସାହୁ (୨)




ଅଧିକାର କରିଥିଲେ ଆଜିର କାର୍ଯ୍ୟକମଟିକୁ ବଡ଼ଗୋଠ ପଂଚାୟତ ର ସରପଞ୍ଚ ପ୍ରତିନିଧି ଓ ସମିତିସଭ୍ୟ ପ୍ରତିନିଧି ମୁଖ୍ୟ ଅତିଥିଭବରେ ଯୋଗଦେଇଥିଲେ . ଓଷ୍ଟା ବ୍ଲକ ସଭାପତି ଭିକାରିଚରଣ ସାହୁ ,ଓଷ୍ଟା ଜିଲ୍ଲା ଉପସଭାନେତ୍ରୀ ମିନତୀ ତ୍ରିପାଠୀ ,ଓଷ୍ଟା ରାଜ୍ୟ ଯୁଗ୍ମ ସଂଯୋଜକ ବିନାୟକ ପରିଡା ,ଓଷ୍ଟା ବ୍ଲକ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ,ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ସାହୁ ଯୋଗ ଦେଇଥିଲେ . ଆଜିର କାର୍ଯ୍ୟକ୍ରମରେ ଜଜ ଭାବରେ ଅବସର ପ୍ରାପ୍ତ ପ୍ରଧ ଶିକ୍ଷକ ମଦନ ମୋହନ ପ୍ରଧାନ ଓ ଧୀରେନ୍ଦ୍ର ସାହୁ ଯୋଗ ଦେଇଥିଲେ .ଶାନ୍ତି ଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମ ଆଜି ସାରିଥିଲା .

Post a Comment

0 Comments