ଫିଫା ବିଶ୍ଵ କପ୍‌ ୨୦୨୨ର ବିଜୟ ମୁକୁଟ ପିନ୍ଧିଲା ଆର୍ଜେଣ୍ଟିନା।*

 


*👉🏿ମେସି ଏବଂ ଏମ୍ବାପେଙ୍କ ଲଢେଇରେ ଶେଷରେ ବାଜି ମାରିଲା ଆର୍ଜେଣ୍ଟିନା।*


*👉🏿 ପେନାଲଟି ସୁଟଆଉଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ମାତ୍ ଦେଇଛି ଆର୍ଜେଣ୍ଟିନା।*


*👉🏿ଦୀର୍ଘ ୩୬ ବର୍ଷ ଅପେକ୍ଷାର ଅନ୍ତ ଘଟିଲା।*


*👉🏿ରୋମାଞ୍ଚକର, ଉତ୍କଣ୍ଠାପୂର୍ଣ୍ଣ ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୩-୩(ପେନାଲଟି ସୁଟଆଉଟ୍୪-୨ ) ଗୋଲ୍‌ରେ ହରାଇ ତୃତୀୟ ଥର ଫୁଟବଲ୍ ବିଶ୍ଵ କପ୍ ଚାମ୍ପିଅନ ହେଲା ଆର୍ଜେଣ୍ଟିନା।*

Post a Comment

0 Comments