ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ତୃତୀୟ ଦିବସ





ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ଚାହାଳି  ପଂଚାୟତ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଯାପନୀ  ଦିବସ ଅନୁଷ୍ଠିତ ହୋଇଯାଇଛି .ଆଜିର ସନ୍ଦ୍ୟା କାଳୀନ ଉଦ୍ଯାପନୀ  ଦିବସ ରେ ସଭାପତି ତ୍ବ କରିଥିଲେ  କୃଷ୍ଣଚନ୍ଦ୍ର ଶତପଥୀ,ମୂଖ୍ୟ ଅତିଥି ଥିଲେ ବିଧାନ ଚନ୍ଦ୍ର ରାୟ,ସମ୍ମାନିତ ଅତିଥି ଥିଲେ ଇଂ ଦେବାଶିଷ ପଟଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ,ପ୍ରମୋଦ କୁମାର ନାୟକ  ବିଡିଓ, ନୂଆଗାଁ ,ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ ନାୟକ, ମୁଖ୍ୟବକ୍ତା ପବିତ୍ର କୁମାର୍ ସୁବୁଦ୍ଧି ଯୋଗ ଦେଇଥିଲେ .


ପ୍ରଦୀପ ପ୍ରଜ୍ବଳନ କରାଯାଇ ଆଜିର ସନ୍ଧ୍ୟା ଉଶ୍ଚବ କୁ ଆରମ୍ଭ କରାଯାଇଥିଲା .ଉପସ୍ଥିତ ଅତିଥିମାନେ ଅଭିଭାଷଣ ଦେଇଥିଲେ .ତତ ପରେ ବିଦ୍ୟାଳୟର  ଶିକ୍ଷକ ମାନଙ୍କୁ ସମ୍ମାନିତା କରାଯାଇଥିଲା ,ପୁରାତନ ଛାତ୍ର ଛତ୍ରୀମାନଙ୍କୁ  ସମ୍ମାନିତ କରାଯାଇଥିଲା , ସମସ୍ତ ଗାଁ ସଭାପତି ମାନଙ୍କୁ ସମ୍ମାନିତ କରାଯାଇଥିଲା ,ସୁବର୍ଣ୍ଣ ଜୟନ୍ତୀ ଉତ୍ସବ  କୁ ସଫଳ କରିଆବରେ କାର୍ଯ୍ୟକ୍ରମରେ ଅଂ ଶଗ୍ରହନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତା କରାଯାଇଥିଲା . ଶେଷରେ ଧନ୍ୟବାଦ୍  ଅର୍ପଣ କରିଥିଲେ      ପ୍ରଶାନ୍ତ କୁମାର ଶତପଥୀ . ଶେଷରେ ଧନ୍ୟବାଦ୍  ଅର୍ପଣ କରିଥିଲେ      ପ୍ରଶାନ୍ତ କୁମାର ଶତପଥୀ


Post a Comment

0 Comments