ସାହିତ୍ୟ ଏକାଡେମୀ ପୁରସ୍କାରପାଇବେ ପ୍ରଫେସର ଗୋପବନ୍ଧୁ ମିଶ୍ର

 


ବର୍ତ୍ତମାନ ବନାରସ୍ ହିନ୍ଦୁ ୟୁନିଭରସିଟିରେ ସଂସ୍କୃତ ବିଭାଗର ପ୍ରଫେସର ଥିବା ଖ୍ୟାତନାମା ସାହିତ୍ୟିକ, ଗବେଷକ ପ୍ରଫେସର ଗୋପବନ୍ଧୁ ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର। ମହାନ୍ କଥାକାର "ମନୋଜ ଦାସ"ଙ୍କ ଉପନ୍ୟାସ "ଅମୃତର ଫଳ"ର ଅନୁବାଦ "ଅମୃତ ଫଳମ୍" ପାଇଁ ସଂସ୍କୃତ ଭାଷାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ପ୍ରଫେସର ମିଶ୍ରଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ବିରୁଡା ଗାଁରେ । ଏହା ପୂର୍ବରୁ ପ୍ରଫେସର ମିଶ୍ର ଶ୍ରୀ ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଥିଲେ।


#ପ୍ରଫେସର_ଗୋପବନ୍ଧୁ_ମିଶ୍ର

Post a Comment

0 Comments