କଣ୍ଟାମାଳ ବ୍ଲକ ବିଳାସପୁର ଧାନ ମଣ୍ଡି ରେ ଧାନ କିଣାବିକାର ର ଶୁଭାରମ୍ଭ


 କଣ୍ଟାମାଳ ବ୍ଲକ ବିଳାସପୁର  ସେବା ସମବାୟ ସମିତିର  (ପେକ୍ସ)ର ଆଜି ଧାନ କିଣା  ର ଶୁଭାରମ୍ଭ  ହୋଇଛି l ଅଞ୍ଚଳ ର  ବିଶିଷ୍ଠ ସମାଜ ସେବୀ, କୋସଲ ସଂଗ୍ରାମୀ ,ଚାଷି ନେତା ସୁବେଦାର ଲଳିତ କୁମାର ସାହୁ ପୂଜା ଅର୍ଚ୍ଚନା  କରି ,ରିବନ୍ କାଟି ମେହେରୁଣୀ  ଖଣ୍ଡିରେ ଥିବା ଧାନ ମଣ୍ଡି ର ଶୁଭାରମ୍ଭ  କରି ଥିଲେ l ଏହି ଅବସରରେ ପେକ୍ସ ର ସଂପାଦକ  ଶ୍ରୀ  ପ୍ରଦୋସ ଦନ୍ତା, କର୍ମ କର୍ତ୍ତା ସୁଦର୍ଶନ ରଣା,ସୁମନ୍ତ  ନାୟକ,  ସମବାୟ ସମିତିର  ସଭାପତି ପ୍ରବାସ କ୍ଷେତି,  ଉପସଭାପତି ସଦସ୍ଯ ନରେଶ ସାହୁ,  ନିର୍ଦ୍ଦେଶକ  କର୍ମୁ ସାଗର,ଜୟନ୍ତ ମହାକୁଡ ପ୍ରମୁଖ  ଉପସ୍ଥିତ ଥିଲେ, ଏହା  ସହିତ  ଶତାଧିକ  ଅଞ୍ଚଳର ଚାଷିମାନେ ତଥା ଆଜିର  ଧାନ  ବିକ୍ରେତା ଚାଷି ବିଶ୍ବ ରଂଜନ  ପାଣିଗ୍ରାହୀ,  ପ୍ରମୁଖ ଉପସ୍ଥିତ  ଥିଲେ ।


Post a Comment

0 Comments