୩୬ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ କାଲେ ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ।

 



ନୟାଗଡ ଜିଲ୍ଲା ମହିପୁର ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଟିବି ମୁକ୍ତ ଭରତ ଅଭିଜାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩୬ ଜଣ ଟିବି ରୋଗୀଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇ ପ୍ରତିମାସରେ ଉତମ ଖାଦ୍ଯ ଓ ଔଷଧ ସହ ସୁ ଚିକିସ୍ଛା ଯୋଗାଇ ଦିଆଯିବ । ଖାଦ୍ଯ ମଧ୍ୟରେ ପିଲାମାନଙ୍କୁ ଚାଉଳ ,ଡାଲି ,ରନ୍ଧା ତେଲ ,ହାଗୀଶ ,କ୍ଷୀର ,ଅଣ୍ଡା ରହିଅଛି । ସେହିପରି ବୟଜେଷ୍ଟ ମାନଙ୍କ ପାଇଁ ଚାଉଳ ୩ କେଜି ,ଡାଲି ୧.୫ କେଜି ,ଅନ୍ଧା ତେଲ ,ହାଗୀଶ ,କ୍ଷୀର ,ଅଣ୍ଡା ପ୍ରଦାନ କରଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ହୋଇଥିବା ସଭାରେ ବିଧାୟଙ୍କ ସହିତ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲମିପ୍ରିୟ ବେହେରା ,ସିଡିପିୟ ,ଡାକ୍ତର ସତୀଶ ନିବେଦନ ,ଡାକ୍ତର ସୌମେନ୍ଦ୍ର ସାହୁ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମ ଚାରି ଯୋଗ ଦେଇଥିଲେ । ବିଧାୟକଙ୍କ ଏ ସବୁ କାର୍ଯ୍ୟ ଲକି ବିଧିଜି ମହଲରୁ ଶୁଭେସ୍ଛାର ବାର୍ତା ଛୁଟୁଛୁ ।

Post a Comment

0 Comments