*ପବିତ୍ର ଧନୁସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଆଜିର ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ ଚଲାପଥ କୁସୁମିତ ହେଉ ସୁଖ ଶାନ୍ତି ରେ କଟୁ ଏତିକି ପ୍ରାର୍ଥନା ଜଗନ୍ନାଥଙ୍କ ପାଖରେ କରୁଛି*
*✍ଆଜିର ଅନୁଚିନ୍ତା✍*
*ତା-୧୬:୧୨: ୨୦୨୨*
*ଶୁକ୍ରବାର*
🧝🏻♀️🤵♂🧝🏻♀️🤵♂🧝🏻♀️🤵♂
*ନିଜର ସୁନ୍ଦରତା କୁ*
*ନେଇ ଗର୍ବ କରନ୍ତୁ ନାହିଁ*
*ବନ୍ଧୁ*
*ଆଜି ନହଲେ କାଲି*
*ଏ ସୁନ୍ଦରତା ଫିକା ପଡିଯିବ*
*କାହିଁକି ନା*
*ଅନ୍ୟ କୁ ଦେଇଥିବା କଥା କୁ*
*ପୁରଣ କର*
*ଦେଖିବ*
*ସେ ତୁମକୁ ଜୀବନ ସାରା*
*ମନେ ରଖିଥିବ*
*ହେଲେ*
*ତୁମ ସୁନ୍ଦରତା*
*ଆଜି ନହଲେ କାଲି*
*ତା' ପାଖରେ*
*ଫିକା ପଡି ମଉଳି ଯାଇଥିବ*
🤦♂🤦♀🤦♂🤦♀🤦♂🤦♀🤦♂
*🙏ଜୟ ଜଗନ୍ନାଥ 🙏*
ଦୁଷ୍ମନ୍ତ ବେହେରା
ରାସୋଳ-ମୁଣ୍ତିଆପଷି
କ୍ରମାଙ୍କ-୮୬୭
0 Comments