୫ ଦିନ ପରେ ଉଦ୍ଧାର ହେଲେ ନୟାଗଡ଼ର ନିଖୋଜ ଛାତ୍ର ଅମ୍ରିତ୍।
ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଖୋଜିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇଥିଲା। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ଭୟଭୀତ ଓ ଦୁର୍ବଳ ଥିବା ଜଣାପଡ଼ିଛି।
0 Comments