ବର୍ତ୍ତମାନର ବଡ଼ ଖବର । ମାରୁତି ଓମିନ ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଢେଙ୍କାନାଳ ଭୂବନରୁ ଭୂବନେଶ୍ବର ଯାଉଥିବା ମାରୁତି ଓମିନ କାର OR02 BB 6457 ଗଁଦିଆ ଛକ ନିକଟରେ ଆକସ୍ମିକ ଜଳିବା ଆରମ୍ଭ କରିଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସହାୟତା ରେ ଅଗ୍ନି ଶମ ଗାଡ଼ି ପହଞ୍ଚିଥିଲେ। ଅଗ୍ନି କୁ ଆୟତ କରି ବଡ ଧରଣର ବିପଦରୁ ରକ୍ଷା କରୁଛନ୍ତି।
0 Comments