ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ରେ ମା ମହାଲକ୍ଷ୍ମୀ ସାଂସ୍କୃତିକ ମଣ୍ଡପ ଶୁଭ ଉଦ୍ଘାଟନ ହୋଇଯାଇଛି .


 ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ରେ ମା ମହାଲକ୍ଷ୍ମୀ ସାଂସ୍କୃତିକ ମଣ୍ଡପ  ଶୁଭ ଉଦ୍ଘାଟନ ହୋଇଯାଇଛି . ନୟାଗଡ଼ ଜିଲ୍ଲା ଗାତେରୀ ପଞ୍ଚାୟତ ମଧ୍ୟରେ ଥିବା ଗାତେରୀ ଗ୍ରାମ  ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ ମା ମହାଲକ୍ଷ୍ମୀ ସାଂସ୍କୃତିକ ମଣ୍ଡପ  ଶୁଭ ଉଦ୍ଘାଟନ  କରିଆ ଅଛନ୍ତି . ଆଜିର ଏହି କାର୍ଯ୍ୟକ୍ରମରେ ବିଯୁଜନତା ଦଳର ବହୁ ତୁଙ୍ଗ କର୍ମୀ ମାନେ ଉପସ୍ଥିତ ଥିଲେ .ଯଥା ଗଟେରୀ ପଞ୍ଚଯାତ ସରପଂଚ ,ସମିତି ସମାଜ ସେବି ଶଙ୍କର୍ଷଣ ବେହେରା ,ଦିଲ୍ଲୀପ ଦଳବେହେରା . ଅଂଚଳର ବୁଦ୍ଧିଜୀ ଗ୍ରାମର ସମସ୍ତ ଜନସାଧାରଣ . 

Post a Comment

0 Comments