ନୂଆଗାଁ ବ୍ଲକ ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମପଞ୍ଚାୟତ ରେ ଯୁବକ ବନ୍ଧୁ ମାନଙ୍କ ଦ୍ଵାରା ଆୟୋଜିତ ଶିଶୁ ଖାଦ୍ୟ ବଣ୍ଟନ ଉତ୍ସବଓ ଖଣ୍ଡୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳଗୋଳା ଗ୍ରାମରେ ନୂତନ ଗୋଷ୍ଠି କେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ଶ୍ରୀରମେଶଚନ୍ଦ୍ର_ବେହେରା .
0 Comments