ନୟାଗଡ଼ ଜିଲ୍ଲା ନୂଆଗାଁ ଅଂଚଳରେ ଆଜି ସନ୍ଦ୍ୟାବେଳେ ଏକ ଉଜ୍ବଳ ଆଲୋକ ଆକାଶରେ ଦେଖାଯାଇଥିଲା .ଜିଗିନିପଡା ଗ୍ରାମର ଜନସାଧାରଣ ଏହି ଦୃଶ୍ୟକୁ ଦେଖି ଭୟଭୀତ ହୋଇପଡିଥିଲେ .ଏସବୁ ଦେଖି କଣ ହୋଇଛି କେହିବି ଅନୁମାନ କରିପାରିନଥିଲେ .ଆଜି ଭଦ୍ରକ ଜିଲ୍ଲା ଅବଦୁର୍ଲକଲାମ ଦୀପରୁ ଅଗ୍ନି ୫ କ୍ଷପଣାର୍ଥ ଅସ୍ତ୍ରର ପରୀକ୍ଷା କରାଯାଉଥିଲା .ସନ୍ଧ୍ୟାସମୟରୁ ହୋଇଥିବାରୁ କେପଣାସ୍ତ୍ରରୁ ନିର୍ଗତ ଅଗ୍ନି ଆକାଶରେ ଦୃଶ୍ୟମାନ ହୋଇଥିଲା .ବୋଲି ସାଧାରଣରେ ଆଲୋଚନ ହେଉଛି .ଏହି ଦୃଶ୍ୟ ନୟାଗଡ଼ ସମେତ ମୟୁରଭଂଜ ଓ ଭଦ୍ରକରେ ଦେଖା ଦେଇଥିଲା
0 Comments