ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ... ବିଜୟୱାଡା ଏୟାରପୋର୍ଟ ଠାରେ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
👉 ଦିଲ୍ଲୀର ସୁବାଷ ମହଲା ୱାର୍ଡରେ ୪୫୦ ଭୋଟରଙ୍କ ନାମ ଗାଏବ: ବିଜେପି ନେତା
👉 ବାଂଲାଦେଶ ଆଗରେ ୧୮୭ ରନରେ ଟାର୍ଗେଟ ଦେଲା ଭାରତ, ପ୍ରଥମ ଦିନିକିଆରେ ୪୧.୨ ଓଭରରେ ୧୮୬ ରନରେ ଭାରତ ଅଲଆଉଟ୍.
👉 କୋଟିଏ ୩୦ ଲକ୍ଷର ବ୍ରାଉନସୁଗାର ଜବତ ସହ ୨ ଗିରଫ, କଟକ ବାଙ୍କୀ ଥାନା ଅଂଶୁପା ହ୍ରଦ ନିକଟରୁ ଧରିଲା କ୍ରାଇମବ୍ରାଞ୍ଚ
👉 ସଂପୂର୍ଣ୍ଣ ପେପରଲେସ୍ ହେବ ଏମ୍ସ ଚିକିତ୍ସା ସଂପର୍କିତ ପଞ୍ଜୀକରଣ ବ୍ୟବସ୍ଥା, ସମୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସ ଗସ୍ତ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାରଙ୍କ ସୂଚନା
👉 ବଲାଙ୍ଗିର: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ସିନ୍ଧେକେଲା ଥାନା ଆଇଆଇସି, ଚାର୍ଜସିଟ୍ରୁ ନାଁ କାଟିବା ପାଇଁ ଲାଞ୍ଚ ନେଉଥିଲେ .
0 Comments