ଅଗ୍ନିବିପନ୍ନ ପରିବାର ନିକଟରେ ପହଁଚିଲେ ନୂଆଗାଁ ପଞ୍ଚାୟତ ସମିତିର ପ୍ରତିନିଧି ଦଳ



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମର ଓସମାସ୍କ ଗ୍ରାମରେ ହଠାତ ନିଆଁ ଲାଗି ଜଳିଗଲା ଆଠୋଟି ଘର . ଏ. ନୂଆଗାଁ ଅଗ୍ନିଶମ ଖବର ପାଇ ସେଠାରେ ଯାଇ ପହଂଚି ଥିଲେ .ନିଆଁ କୁ ଆକଟ କରିବାପାଇଁ ଆପ୍ରାଣ ଆଉଦ୍ୟମ କରିନିଆଁ କୁ ଆକଟ କରିଥିଲେ . ନିଆଁ ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ହେଲେ ଲଷ୍ମୀଧର  ଯାନୀ,ରମେଶ ମଝି ,ଗଣେଶ ମଝି ,ଶ୍ରୀମତୀ ଯାନୀ ,ପ୍ରଫୁଲ୍ଲ ଯାନୀ ,ରାମ ପ୍ରଧାନ ,ରମେଶ ପ୍ରଧାନ ,ମାନିନୀ ପ୍ରଧାନ .ଶୀତୁଆ ରାତିରେ ଏଭଳି ଘରପୋଡ଼ିଆ ଘଟଣା ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି କ୍ଷତିଗ୍ରସ୍ତ ପରିବାର କିଭଳି ଜୀବନ ଅତିବାହିତ କରିବେ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି . ଆଜି ନୂଆଗାଁ ବ୍ଲକ  ଅଧକ୍ଷା ପ୍ରତିନିଧି  ଶଙ୍କରସନ ବେହେରା ଓ ଉପଧାକ୍ଷ ପର୍ଶୁରାମ  ସ୍ୱାଇଁ,  ଓସମାସ୍କ ଗ୍ରାମରେ ଗ୍ରାମରେ ଯାଇ କ୍ଷତିକଗ୍ରସ୍ତ ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ ସହିତ ବସ୍ତ୍ର ବାଣ୍ଟିଥିଲେ .ତତ ସହିତ  ନୂଆଗାଁ ବ୍ଲକ ର ଅନ୍ୟ ପଂଚାୟତରୁ ବିଯୁଜନତା ଦଳର ସାଧାରଣ କର୍ମୀମାନେ ଉପସ୍ଥିତ ରହିଥିଲେ . 

Post a Comment

0 Comments