ଦ୍ୱିତୀୟ ମୀନକେତନ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା 20ଡିସେମ୍ବର ଆରମ୍ଭ.

 


ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମ ପଞ୍ଚାୟତ ମଧ୍ୟ୍ୟରେ ମୀନକେତନ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଏହି ମାସ 20ତାରିଖରୁ ଆରମ୍ଭ ହେବାକୁ ଯାଉଛି. ଏହି ପ୍ରତିଯୋଗୀତା 10ଦିନ ଧରି କଂହା ପଡ଼ିରେ ହେବାକୁ ଯାଉଛି. ସମୁଦାୟ  4 ଟିମ ମଧ୍ୟରେ 16ଟି ମ୍ୟାଚ ଖେଳାଯିବ. ପ୍ରତେକ ଟିମ 12ଓବର ବିଶିଷ୍ଟ ଏହି କ୍ରିକେଟ ପ୍ରତିଯୋଗୀତା ହେବାକୁ ଯାଉଛି. ଏହିମାସ 31ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ.

Post a Comment

0 Comments