ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ କୁଳୁତାଜୁର ଗ୍ରାମ ଠାରେ 18 ତମ ମା ଖଜୁର ଗୁରେନ କ୍ରିକେଟ ଖେଳ ଆଜି ଚର୍ତୁଥ ଦିନ ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ମ୍ୟାଚ ଟି ତେନ୍ତୁଳୀଖୁଣ୍ଟି ଏବଂ ଅର୍ଜୁନପୁର ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା l ଏଥିରେ ତେନ୍ତୁଳୀଖୁଣ୍ଟି ଦଳ କୁ ଅର୍ଜୁନପୁର ଦଳ ପରାସ୍ତ କରି ସେମୀ ଫାଇନାଲ କୁ ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା,ଯୋଗଦେଇ ଥିଲେ ଏବଂ ସମ୍ମାନିତ ଅତିଥି, ସମାଜ ସେଵୀ ପ୍ରେମରାଜ ରଣା,ନୀଳାଞ୍ଚଳ ଭୋଇ, କୁଳୁତାଜୁର CSC ପ୍ରେସିଡେଣ୍ଟ, ନୂଆପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ କୁମାର କ୍ଷେତି ସମସ୍ତେ ଯୋଗଦେଇ ଖେଳକୁ ଉପଭୋଗ କରିଥିଲେ l ଏହିଖେଲଟିକୁ ଅଯୋଜନ କରିଛନ୍ତି କୁଳୁତାଜୁର ଗ୍ରାମର
ନେତାଜୀ କ୍ରିକେଟ କ୍ଲବ ର ସମସ୍ତ ସଦଶ୍ୟ ମାନେ l
0 Comments