*-ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ*
*-୧୦୬ ବର୍ଷ ବୟସରେ ଆଖି ବୁଜିଲେ ଶ୍ୟାମ ଶରନ ନେଗି*
*-ହିମାଚଳ ପ୍ରଦେଶ କାଲ୍ପା ବାସଭବନରେ ଆଖି ବୁଜିଲେ*
*-ଶେଷ ଥର ପାଇଁ ଗତ ୨ ତାରିଖରେ ମତଦାନ କରିଥିଲେ ନେଗି*
*-୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ ନେଗି*
*-ନିଜ ଜୀବନକାଳ ମଧ୍ୟରେ ମୋଟ୍ ୩୪ ଥର ଭୋଟ୍ ଦେଇଛନ୍ତି ନେଗି*
0 Comments