ନୂଆଗାଁ ବ୍ଲକ ବଡ଼ଗୋଠ ପଂଚାୟତ ଅଧିନସ୍ଥ ରାମଚଣ୍ଡୀ କଲ୍ୟାଣୀ ମଣ୍ଡପ ମଧ୍ୟରେ ୩ଦିନ ଧରି ପୋଷାକସଖି ତାଲିମ ଶିବିର ଆରମ୍ଭ ହୋଇଯାଇଛି . .ଏହି ଶିବିରକୁ ନୂଆଗାଁ ବ୍ଲକ ଉନୟନ ଅଧିକାରୀ ପ୍ରମୋଦ କୁମାର ନାଏକ ଉଦ୍ଘାଟନ କରି ଥିଲେ .ନୂଆଗାଁ ବ୍ଲକର ୧୮ ଟି ପଂଚାୟତର ମଧ୍ୟରେ ଥିବା ମହାସଂଘର
୭୦ ଜଣ ପୋଷାକ ସାଥି ଯୋଗଦେଇଛନ୍ତି .
ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ କୁ ପରିଚାଳନା କରିଅଛନ୍ତି .ଅନ୍ୟାନ୍ୟ ସମସ୍ତ ତାଲିମର କାର୍ଯ୍ୟ ସି ଓ ବି ବଡ଼ଗୋଟ୍ଠା କାର୍ଯ୍ୟକାରୀ ସଦସ୍ୟମାନେ କରି ଆସୁଅଛନ୍ତି .ମା ମାନଙ୍କ ସହାୟତାରେ ଏହି ତାଲିମ ଶିବିର ସଦା ସର୍ବଦା ଲାଗିରହିବ . ଏହି ତାଲିମ ଶିବିର ୫.୧୧ .୨୦୧୨ ରେ ସମାପ୍ତ ହେବ .
0 Comments