ଖବର ଆଜିର



ତାରିଖ ୦୫/୧୧/୨୨, ଶନିବାର

୧-ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ।

୨-ଭାରତ ଯୋଡୋ ଯାତ୍ରାରେ KGF-2 ଗୀତ ବ୍ୟବହାର ନେଇ ରାହୁଲ ଗାନ୍ଧୀଙ୍କ ସମେତ ୩ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ।

୩-ରାଜ୍ୟପାଳଙ୍କୁ ନ ଜଣାଇ ୟୁରୋପ ଯାଇଥିଲେ କେରଳ ମୁଖ୍ୟମନ୍ତ୍ରୀ ? ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖିଲେ ଆରିଫ ଖାନ।

୪-୭୪ ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗରେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଜଣେ ବ୍ୟକ୍ତିକୁ କୋଲକାତାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତ ଦ୍ବିବେଦୀ।

୫-ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ ବ୍ୟବସ୍ଥା ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର।

୬-ଭାରତରେ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲା ଟ୍ଵିଟର; ମାର୍କେଟିଂ ବିଭାଗର ସମସ୍ତ କର୍ମଚାରୀ ବରଖାସ୍ତ ।

୭-ଟି-୨୦ ବିଶ୍ୱ କପରେ ରୋହିତ ଶର୍ମାଙ୍କ ସହ ସବୁ ଅଧିନାୟକଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, କଲେ ଲଜ୍ଜାଜନକ ରେକର୍ଡ।

୮-ଅଷ୍ଟ୍ରେଲିଆ ହାତରୁ ପରାଜୟ ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ନବି। ଶୁକ୍ରବାର ଟ୍ଵିଟର ଜରିଆରେ ସେ ଏହାର ସୂଚନା ଦେଇଛନ୍ତି।

୯-ଇମ୍ରାନ ଖାନଙ୍କ ହତ୍ୟା ଲାଗି ୨୦ ହଜାର ଟଙ୍କାରେ ବନ୍ଧୁକ ଓ ଗୁଳି କିଣିଥିଲା ଦୁର୍ବୃତ୍ତ, ଆଉ ୨ ସନ୍ଦିଗ୍ଧ ଗିରଫ ।

୧୦-ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି । ପୂର୍ବତନ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ଇସୁଦାନ ଗଢବୀଙ୍କ ନାଁରେ ଦଳ ମାରିଲା ମୋହର।

୧୧-ଏମ୍ସରେ ଚାଲିଛି ଦଲାଲରାଜ । ଟିିକେଟ କଳାବଜାରୀ କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କଲା ପୁଲିସ।

୧୨-ହିମାଚଳପ୍ରଦେଶ ବିଧାନସଭା ନିର୍ବା‌ଚନ: ଭୋଟ୍‌ ଦେବାର ୨ ଘଣ୍ଟା ପରେ ୧୦୬ ବର୍ଷୀୟ ମତଦାତାଙ୍କ ମୃତ୍ୟୁ ।

୧୩-ଗୁଜରାଟ ବିଧାନସଭା ନିର୍ବାଚନ: ୪୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ ।

୧୪-ଇମ୍ରାନ୍‌ଙ୍କୁ ଆକ୍ରମଣ ମାମଲା: ଗୃହଯୁଦ୍ଧ ମୁହାଁ ପାକିସ୍ତାନ, ଇସଲାମାବାଦରେ ଲକ୍‌ଡାଉନ୍‌।

୧୫-ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ସର୍ବଦଳୀୟ ବୈଠକ ଡାକି ସମାଧାନ ବାଟ ବାହାର କରାଯାଉ।

୧୬-ଭର୍ଚୁଆଲ୍‌ରେ ଧବଳେଶ୍ବରଙ୍କ ଚନ୍ଦ୍ରଚୂଡ଼ ବେଶ: ବଢୁଛି ଅସନ୍ତୋଷ; ପ୍ରଥମ ଦିନରେ ମାତ୍ର ୫୦୦ ଭକ୍ତ।

୧୭-ସୁରକ୍ଷିତ ମାଛ ଧରିବା ପାଇଁ ଲୋକାର୍ପିତ ହେଲା ମୋବାଇଲ୍‌ ଆପ୍‌, ମିଳିବ ପାଣିପାଗର ଆଗୁଆ ସୂଚନା।।

୧୮-ମିଳିଲା ଲୋଗୋ, କ୍ୟାପିଟାଲ ହସ୍ପିଟାଲରେ ପାଠପଢା ଆରମ୍ଭ।

                🥀ସୁପ୍ରଭାତ ,ଶୁଭ ସକାଳ🥀
ଖବର ଆଜିର
ତାରିଖ ୦୫/୧୧/୨୨, ଶନିବାର

୧-୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା,   ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ,  ବୋର୍ଡର ୱେବସାଇଟରୁ ଆଡମିଟ କାର୍ଡ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ।

୨-କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ:ଶ୍ରେଷ୍ଠ ୧୦ରାଜ୍ୟ ମଧ୍ୟରେ ଓଡ଼ିଶା, ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଣିଛି ବୈପ୍ଳବିକ ପରିବର୍ତ୍ତନ।

୩-ମାଓ ଦମନ ଯୋଜନା:ଗଠନ ହେବ ଛତିଶଗଡ଼ -ଓଡିଶା ମିଳିତ ଟାସ୍କ ଫୋର୍ସ।

୪-ଗଜପତି କିଡିଗାଁରେ ଅଜଣା ଜନ୍ତୁଙ୍କ ଆତଙ୍କ: ୬୩ଟି ଛେଳିଙ୍କ ମୃତ୍ୟୁ, ୨୮ସଙ୍କଟାପନ୍ନ।

୫-ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ଇଡି।

୬-କଟକ:ସପିଂ ପରେ କ୍ୟାରୀବ୍ୟାଗ୍ ପାଇଁ ଗ୍ରାହକଠାରୁ ନେଲା ଅଧିକ ୬ ଟଙ୍କା, ଏବେ ମଲ ମାଲିକ ଗଣିବେ ୨୫ ହଜାର ଟଙ୍କା ଜରିମାନା।

୭-କଟକ:ସରିଲା ୨୦ଟି ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ; ନଭେମ୍ବର ୧୧ରେ ଲୋକାର୍ପଣ କରିବେ ରାଷ୍ଟ୍ରପତି।

୮-ଭୁବନେଶ୍ୱର ଏମ୍ସରେ ଚାଲିଛି ଦଲାଲରାଜ । ଟିିକେଟ କଳାବଜାରୀ କରୁଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କଲା ପୁଲିସ।

୯-କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି ଖାଲି, ୪୦୦୦ ଟିଚିଂ ଓ ନନ ଟିଚିଂ ପଦବି ପାଇଁ ୧୬ ତାରିଖ ଭିତରେ କରନ୍ତୁ ଆବେଦନ।

୧୦-ବାରିପଦା:ପ୍ର.କିଶୋର ବସା ହେଲେ ଜାତୀୟ ସ୍ମାରକୀ ପ୍ରାଧୀକରଣର ଅଧ୍ୟକ୍ଷ।

୧୧-ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିଲେ ଛାଡ଼ପତ୍ର ପରେ ମିଳିବନି ସ୍ଥାୟୀ ଭରଣପୋଷଣ:ପଞ୍ଜାବ ହରିୟାଣା ହାଇକୋର୍ଟ।

୧୨-ଇସୁଦାନ ଗଡୱୀ ଗୁଜୁରାଟ ପାଇଁ ‘ଆପ୍‌’ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

୧୩-ଦିଲ୍ଲୀରେ ପ୍ରଦୂଷଣ ବିପଜ୍ଜନକ ; ଆଜି ଠାରୁ ପ୍ରାଥମିକ ବିଦ୍ୟାଳୟ ବନ୍ଦ, କାରଖାନା ଓ ନିର୍ମାଣ କାର୍ଯ୍ୟ ସ୍ଥଗିତ।

୧୪-ଲଣ୍ଡନ: ସେନା ପାଇଁ ପାଣ୍ଠି ସଂଗ୍ରହ,;ରେଳ ଷ୍ଟେସନରେ ପପିଜ୍ ବିକିଲେ ଋଷି ସନକ।

୧୫-T-20 ବିଶ୍ବ କପ୍:ସେମିରେ ନ୍ୟୁଜଲାଣ୍ଡ,ଝୁଲିଲା ଅଷ୍ଟ୍ରେଲିଆ ଭାଗ୍ୟ।
 

Post a Comment

0 Comments