ଆଜିର ଭାଗବତ ଅର୍ଘ୍ୟ


 ଶୁକଦେବ କହୁଛନ୍ତି ଯେ ପ୍ଲକ୍ଷ ଦ୍ବୀପ ଜମ୍ବୁ ଦ୍ଵୀପ ଠାରୁ ଦୁଇ ଗୁଣ। ଦୁଇ ଦ୍ବୀପ ବିଖ୍ୟାତ । ସପତ ଜ୍ବୀହ ଅଗ୍ନି ତହିଁ ଅଛନ୍ତି । ପ୍ରିୟ ବ୍ରତ ର ଯେ ନନ୍ଦନ,ଇଧ୍ମଜିହ୍ବ ତାହାର ନାମ । ସେ ଦ୍ବୀପ ସମ ଭାଗ କରି ପୁତ୍ର ଙ୍କୁ ଦେଲା । କଳ୍ପ ପର୍ଯ୍ୟନ୍ତ ଭୋଗ କଲେ ସ୍ବଛନ୍ଦରେ ଅବନୀ ମଣ୍ତଳେ।

Post a Comment

0 Comments