ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ

 


ଫୁଲବାଣୀ ର ସଭାଗୃହ ଠାରେ ଜାତୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା

ମୂଖ୍ୟ ଅତିଥି ଭାବେ ଜିଲ୍ଲା ପାଳ

ଶୀ ଆଶିଷ ଇଶୂର ପାଟିଲ ଯୋଗ ଦେଇଥିଲେ  ମୁଖ୍ୟ ବକ୍ତା ଜିଲ୍ଲା ଜଜ୍ ଶି୍ ସିତିକାନ୍ତ ସାମଲ ଯୋଗ ଦେଇଥିଲେ ଓ ଜିଲ୍ଲା ମୁଖ୍ୟାଳୟ ର ସମସ୍ତ ‌ଜଜ୍ ଉକ୍ତ ସଭାରେ ଯୋଗଦେଇଥିଲେ

ଓ  ଆଇଟିଡିଏ  ଡିଆରଡିଏ ହର୍ଟିକଲ୍ଚର ଜିଲ୍ଲା ‌ଆରଖି ଅଧିକ୍ଷକ


ସମସ୍ତ ବିଡ଼ିଓ ତହସିଲଦାର ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ ର କର୍ମ କର୍ତ୍ତା ଯୋଗ ଦେଇଥିଲେ

ଏବଂ ସବୁ ବିଭାଗ ତରଫରୁ ‌କିଛି ହିତାଧିକାରୀ ଙ୍କୁ ତାଙ୍କର ଭଲ କାମ ପାଇଁ ଆର୍ଥିକ ସାହାଯ୍ୟ ବାବଦରେ ଚେକ୍ ପ୍ରଦାନ କରାଯାଇଥିଲା ଓ କିଛି ଭିନ୍ନକ୍ଷମଙ୍କ ପାଇଁ ‌ହୂଇଲ୍ ଚେୟାର ପ୍ରଦାନ କରାଯାଇଥିଲା ଏବଂ ମିଶନ ଶକ୍ତି ତରଫରୁ ‌ମହିଳା ଗୋଷ୍ଠୀ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ

ଧନ୍ୟବାଦ ପ୍ରଦାନ କରିଥିଲେ ମେଳା‌ରେ ଶତାଧିକ ଲୋକ ଯୋଗ ଦେଇଥିଲେ

Post a Comment

0 Comments