କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ର ଟିକାବାଲି ର କେଉଟ ଶାହି ର ଭାଗବତ କମିଟି ବହୁ ବର୍ଷ ହେବ ମହାପୂଣ୍ୟ କାର୍ତିକମାସ ର ଦୀପାବଳି ଠାରୁ ଆରମ୍ଭ କରି କାର୍ତିକ ପୁର୍ଣିମା ଯାଏ, ପ୍ରତ୍ୟକ ଦିନ ସନ୍ଧ୍ୟା 6 ଘଂଟିକା ଠାରୁ ଭାଗବତଅଧୟନ କରାଯାଏ, ଏଥିରେ ବହୁ ସଂଖ୍ୟାରେ କେଉଟ ଶାହି ମା, ବାପା, ଭାଗବତ ପ୍ରେମୀ ମଣ୍ଡପ ରେ ଏକାଟି ହଇ ନଦିଆ କୀର୍ତନ କରାଯାଏ, ଶେଷରେ ଭଗ ଦୀପ,ଆଳତି ସରାଇ ଭଗ ଖାଇ ନିଜ ନିଜ ଘରକୁ ଯାନ୍ତି, ଏହି ଭାଗବତ କମିଟି ବହୁ ବର୍ଷ ହେଲା ପାଳନ କରି ଆସୁଛି, ଏଥିରେ ମାନ୍ୟ ଗଣ୍ୟ ବିକ୍ତି ମାନେ କମିଟି ସଦସ୍ୟ କୃଷ୍ଣ ପ୍ରଧାନ, ପ୍ରଶାନ୍ତ ବେହେରା, ସୁମନ୍ତ ଭୋଇ, ତନୁଜ ଭୋଇ, ଶିବ ପାଣିଗ୍ରାହୀ, କାଁହୁ ଚରଣ ସାମନ୍ତ ରାଏ, ଗୋବିନ୍ଧ ବେହେରା, ସମୀର ଦୁଗଲ, ବାଳ କୃଷ୍ଣ ବେହେରା, ବ୍ରଜବନ୍ଧୁ ପ୍ରଧାନ, ପ୍ରଦିପ ପଣ୍ଡା, ବସନ୍ତ ଭୋଇ, ସମସ୍ତଙ୍କ ଅବଦାନରେ ବହୁ ଆଡମ୍ବର ରେ ପାଳିତ ହୋଇ ଆସୁଛି,। ରାଇକିଆ ରୁ ଜଗଦୀଶ ଦାଶ
0 Comments