ନୟାଗଡ଼ ଜିଲ୍ଲା ନୂଆଗାଁ ଜାତୀୟରାଜପଥ 57 ବଡଧୁଡା ଠାରେ ସଡ଼କ ଦୃଘଟଣା. ଘଟଣା ସୂତ୍ରରୁ ଜଣାପଡେ ଆନୁମାନିକ ସଖାଳ ଭୋର 5ଟା ସମୟରେ ଦୃଘଟଣା ଘଟିଥିଲା. ଗାଡିଟି ପୁରୀରୁ ଛତିଶଗଡ ଅଭିମୁଖେ ଯାଉଥିଲା. ରାସ୍ତାର ଡାହାଣ ପାର୍ଶ୍ୱକୁ ଗାଡିଟି ଖସି ପାଦି ଦୃଘଟଣା ଘଟିଥିଲା. ସେଥିରେ ଦୁଇଜଣ ପୁରୁଷ, ଦୁଇଜଣ ମହିଳା ଏବଂ ୨ ଜଣ ବ୍ଲକ ରହିଥିଲେ. ଗଛ ଥିବାରୁ ସାମନ୍ୟା କ୍ଷତି ହୋଇଛି. ଅଳ୍ପକେ ବର୍ତିଲେ 6ଯାତ୍ରୀ.
0 Comments