ଗୁମ୍ଫା ରେ ପ୍ରଭୁ ଲକ୍ଷ୍ମୀ ନୃଶଂସ ଙ୍କୁ ଦର୍ଶନ କରିବାକୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ


 ବହୁ ପୁରାତନ ପାହାଡ ଗୁମ୍ଫା ରେ ଥିବା ଲକ୍ଷ୍ମୀ ନୃସିହଁ ମନ୍ଦିର।       ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୋକଲବା   ଠାରେ ଥିବା ଏକ ପାହାଡ ଗୁମ୍ଫାରେ  ବହୁ ପୁରାତନ କାଳରୁ ଲକ୍ଷ୍ମୀ ନୃସିଂ ହ  ପୂଜା ପାଇ ଆସୁଛନ୍ତି ଜଙ୍ଗଲ ମଧ୍ୟରେ ଥିବା ଏହି ଗୁମ୍ଫା ରେ ପ୍ରଭୁ ଲକ୍ଷ୍ମୀ ନୃଶଂସ ଙ୍କୁ ଦର୍ଶନ କରିବାକୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ରେ ହଜାର ହଜାର ଭକ୍ତ ଭିଡ ଲାଗିଛନ୍ତି  ସ୍ଥାନୀୟ ଅଞ୍ଚଳ ବା ସି ଓ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା  ରକ୍ଷା କରିବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ

Post a Comment

0 Comments