କାଲି ଧାମନଗର ଭୋଟ ଗଣତି ନେଇ ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା, ସକାଳ ୮ଟାରୁ ଗଣତି ଆରମ୍ଭ ହେବ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି, ପୋଷ୍ଟାଲ ବାଲାଟ ସରିଲେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ ହେବ

-କାଲି ଧାମନଗର ଭୋଟ ଗଣତି ନେଇ ସିଇଓ ସୁଶିଲ ଲୋହାନୀଙ୍କ ସୂଚନା
-ସକାଳ ୮ଟାରୁ ଗଣତି ଆରମ୍ଭ ହେବ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି
-ପୋଷ୍ଟାଲ ବାଲାଟ ସରିଲେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ ହେବ
-ଇଭିଏମ୍ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା, ୧୮ ରାଉଣ୍ଡ ଗଣତି ହେବ
-୧୮ ରାଉଣ୍ଡ ଗଣତି ପରେ ୫ଟି ବୁଥରେ ଭିଭିପାଟ୍ ଗଣତି କରାଯିବ
-ଗଣତି କେନ୍ଦ୍ର ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି- ସିଇଓ
0 Comments