ଜିଲ୍ଲା ସ୍ତରୀୟ ସୁରଭି ସଂଗୀତ କାର୍ଯ୍ୟକ୍ରମରେ ପ୍ରଥମ ହେଲେ ପଦ୍ମପୁର ର ଦଶମ ଶ୍ରେଣୀର ଛାତ୍ର
ରାୟଗଡା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଂଗୀତ ରେ ସୁନାମ ଅର୍ଜନ କରିଛନ୍ତି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ବିଜୟନାନ୍ଦ ଛାତ୍ର ଶ୍ରୀ ଅଭିଷେକା ଚୌଧୁରୀ . ସେ ହେଲେ ପଦ୍ମପୁର ଅଞ୍ଚଳର ବରିଷ୍ଠ ବ୍ୟବସାୟି ବାବୁଲା ଚୌଧୁରୀ ବାବୁଲି
ତଥା ପୂର୍ବତନ ସରପଞ୍ଚ ତଥା ସମାଜସେବି ଶ୍ରୀ ରଘୁନାଥ ଚୌଧୁରୀ ଙ୍କ ନାତି
ତାଙ୍କର ପୁରସ୍କାର ପାଇ ଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ର ଛାୟା ଖେଳିଯାଇଛି
0 Comments