କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଦିବ୍ୟ ଦର୍ଶନ ସଂଘ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୁଡିଆବନ୍ଧ ଶାଖା କର୍ମକର୍ତ୍ତା ମାନଙ୍କ ଦ୍ୱାରା ଦିବ୍ୟ ଦର୍ଶନ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦିବ୍ୟ ଭାବବିଚାର ଗୁଡ଼ିକୁ , ସଂଘ ର ଉପ-ସଭାପତି ଗୁରୁଭାଇ ପୂଜ୍ୟ ଶ୍ରୀ ରବିନ୍ଦ୍ରନାଥ ମହାନ୍ତି ଙ୍କ ଦ୍ୱାରା ଲିଖିତ "TRUTH KNOWLEDGE BLISS" ଇଂରାଜୀ ପୁସ୍ତକ କୁ ଆନ୍ତର୍ଜାତୀୟ ଗାନ୍ଧୀ ଗ୍ରୁଫ୍ ର ସଂପାଦକ ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଚନ୍ଦ୍ରଧ୍ୱଜ ପଣ୍ଡା /, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ,/ ଅଧ୍ୟକ୍ଷ, ଗାନ୍ଧୀ ୟୁନିଭରସିଟି, ଗୁଣପୁର/, ଏନ.ଏ.ସି ଅଧିକାରୀ, ଗୁଣପୁର ,/ ପ୍ରଧାନ ଶିକ୍ଷକ, ଗୁଣପୁର ବାଳକ ଉଚ୍ଚ ବିଦ୍ୟାଳୟ, ଗୁଣପୁର,/ ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳକ ଶ୍ରୀ ଧନଞ୍ଜୟ ବେହେରା , ଗୁଣପୁର ତଥା ତହସିଲଦାର ମହୋଦୟ ପଦ୍ମପୁର ଙ୍କୁ ପ୍ରଦାନ କରାଯାଇଥିଲା ।
0 Comments