ଆଜିର ଅନୁଚିନ୍ତା

 


ଶିକ୍ଷା ମଣିଷକୁ ପ୍ରତିଷ୍ଠା ଦେଇଥାଏ କିନ୍ତୁ ସଂସ୍କାର ଦ୍ଵାରା ମଣିଷ ସମାଜରେ ସମ୍ମାନିତ ହୋଇଥାଏ l


🦋 ଜଣେ ଭଲ ଶିଷ୍ୟର କର୍ତ୍ତବ୍ୟ ଭଦ୍ର, ନମ୍ର ଓ ସମୟ ଜ୍ଞାନକୁ ଆପଣେଇ ଜ୍ଞାନ ଅର୍ଜନ କରିବା।


🦋 ଜୀବନ ହଉଛି ଏକ ଅଜଣା ପୁସ୍ତକ ଭଳି ଆଗାମୀ ପୃଷ୍ଠାରେ କଣ ଲେଖାଅଛି କାହାକୁ ଜଣାନଥାଏ।


🦋 ଭୋକ ସମସ୍ତ ସୀମା ଭାଙ୍ଗିଥାଏ ଏବଂ ଟଙ୍କା ସମସ୍ତ ମାନବିକତାକୁ ନଷ୍ଟ କରିଦିଏ।


🦋 ଏପରି କିଛି ହୁଅ ଯେ ଲୋକମାନେ ତୁମ ଆସିବା ପାଇଁ ଅପେକ୍ଷା କରିବେ,ଯିବା ପାଇଁ ନୁହଁ।


Post a Comment

0 Comments