ଶୁକଦେବ କହୁଛନ୍ତି ଯେ ପ୍ଲକ୍ଷ ଦ୍ବୀପ ଜମ୍ବୁ ଦ୍ଵୀପ ଠାରୁ ଦୁଇ ଗୁଣ । ଦୁଇ ଦ୍ବୀପ ବିଖ୍ୟାତ । ସପତ ଜ୍ବୀହ ଅଗ୍ନି ତହିଁ ଅଛନ୍ତି । ପ୍ରିୟ ବ୍ରତ ର ଯେ ନନ୍ଦନ,ଇଧ୍ମଜିହ୍ବ ତାହାର ନାମ । ସେ ଦ୍ବୀପ ସମ ଭାଗ କରି ପୁତ୍ର ଙ୍କୁ ଦେଲା । କଳ୍ପ ପର୍ଯ୍ୟନ୍ତ ଭୋଗ କଲେ "ସ୍ବଛନ୍ଦରେ ଅବନୀ ମଣ୍ତଳେ" ।
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments