ସ୍ନେକ ହେଲ୍ପ ଲାଇନ ଦ୍ୟାର ବିରଳ ଧରଣର ଅହିରାଜ କୁ ଆୟତ

 ଗଣିଆ ବ୍ଲକର ରାସଂଙ୍ଗ ଗ୍ରାମ ପଞ୍ଚାୟତ ର ବସନ୍ତ ପୁର ଗ୍ରାମର କାଳନ୍ଦୀ ନାୟକ ଙ୍କ ଘର ପଛପଟ ରେ ଥିବା କାଠ ଭାଡ଼ିରୁ ଏକ 15 ଫୁଟ ଲମ୍ବ ର ଅହିରାଜ ସାପ କୁ ସ୍ନେକ୍ ହେଲ୍ପ ଲାଇନ ଦ୍ଵାରା ଆୟତ କୁ ନିଆଯାଇଛି।ଏହା ଅଞ୍ଚଳ ବାସୀଙ୍କ ପାଇଁ ଏକ ବିରଳ ସାପ ହୋଇଥିବାରୁ ଅନେକ ଭିଡ଼ ହେବା ସହିତ ଅନେକ ଲୋକ ଭୟବିତ ଥିବା ଦେଖିବାକୁ ମିଳିଥିଲା ।


Post a Comment

0 Comments