ସ୍ଵାସ୍ଥ୍ୟ ବିଭାଗ ଅବହେଳା ଯୋଗୁଁ ମେଡ଼ିକାଲ ପିଣ୍ଡାରେ ପ୍ରସବ କରିଲେ ଗର୍ଭବତୀ ମହିଳା

 




ରାୟଗଡା (କ୍ରୁଷ୍ନଚନ୍ଦ୍ର ପାଣିଗ୍ରାହୀର)କାରଗର୍ଭବତି ମହିଳା ଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ସେହି ଯୋଜନା ରୁ ମଧ୍ୟ କିଛି କିଛି ଗଭବତୀ ମହିଳା ବଂଚିତ ହେଉଥିବା ବେଳେ କେଉଁଠି ରାସ୍ତା ନ ଥାଇ ଗର୍ଭ ବତୀ କେବେ ଖଟିଆ ବୁହା ହେଉଛନ୍ତି ତୋ କେତେ ବେଳେ ଚୋଉକିରେ ବୁହା ଯାଉଛି ସେହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସ୍ଵାସ୍ଥ୍ୟ କେନ୍ଦ୍ର ଅଭାବନୀୟ ଘଟଣା ଘଟିଯାଇଛି ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ଏକ ଗଭବତୀ ମହିଳା ମେଡିକାଲ ବାରଣ୍ଡାରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ସେ ହେଇଛନ୍ତି ପହଣ୍ଡି ଗ୍ରାମ ର ବେଲାସନ ବାଘ ସ୍ତ୍ରୀ ମିନିତା ବାଘ ଗଭବତୀ ଥିବା ବେଳେ ଆଜି ମିଳିଥାଏ ଗର୍ଭବତୀ ଯନ୍ତ୍ରଣା ରେ ଛୋଟ ପଟ ହୋଇଥିଲେ । ଏହା ପରେ ତାଙ୍କ ପରିବାର ଲୋକେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ସକାଳ 7ଟା ସମୟରେ ଆଣିଥିଲେ ହେଲେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର କୈାଣସି ଅଧିକାରୀ ନଥିବାରୁ ଶେଷରେ ସେହି ଗଭବତୀ ମା ଟିକିରି ମେଡିକାଲ ବାରଣ୍ଡାରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ଏହା । କିଛି ଦିନ ପରେ ଡାକ୍ତର ନଥିବାରୁ ନେଇ ପ୍ରକାଶ ପାଇବା ପରେ ଏକ ଡାକ୍ତର ନିଯୁକ୍ତି ଦିଆଯାଇଛି କିନ୍ତୁ ସେ ଡାକ୍ତର ନିଜ ଇଚ୍ଛା ଅନୁସାରେ ଆସନ୍ତି ଓ ଯାଆନ୍ତି। ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ପାଖରେ‌ ଲେଖା ଯାଇଛି ଯେ ଡାକ୍ତ ଉପସ୍ଥିତ ସକାଳ 9ରୁ ଦିନ 12 ଓ ସଦ୍ୟା 4ରୁ 6 ନେଇ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର କାନ୍ଥ ରେ ଲେଖା ଯାଇଛି ଏହି ନେଇ ସେହି ଠିକାରେ ଡାକ୍ତର ଙ୍କୁ ପଚାରି ବୁଝିବାକୁ ଯାଇଥିଲୁ କିନ୍ତୁ ସେ କିଛି କହିବାକୁ ମନା କରିଥିଲେ । ଏଥି ପ୍ରତି ସ୍ଵାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ପାଳ ଦୃଷ୍ଟ ଦେବାକୁ ଦାବି ହୋଇଛି

Post a Comment

0 Comments