କାଶିପୁର ପୋଲିସ ହେଲେ ମେଟ୍ ଚେକିଙ୍ଗ୍ ସମୟରେ କିଲୋ ୨୧,୮୬୦ ଗ୍ରାମ୍ ଗଂଜେଇ ଜବତ ।

 କାଶିପୁର ପୋଲିସ ପକ୍ଷରୁ ବଡ଼ ଧରଣର ସଫଳତା ହେଲେ ମେଟ୍ ଚେକିଙ୍ଗ୍ ସମୟରେ କିଲୋ ୨୧,୮୬୦ ଗ୍ରାମ୍ ଗଂଜେଇ ଜବତ ।



କାଶିପୁର/ରାୟଗଡ-୧୦/୧୧/୨୨

ରିପୋର୍ଟ-କ୍ରୁଷ୍ନ ଚନ୍ଦ୍ର ପାଣିଗ୍ରାହୀ ପାଣିଗ୍ରାହୀ



 ରାୟଗଡ଼ା ଜିଲ୍ଲା କାଶିପୁର ପୋଲିସ ପକ୍ଷରୁ ହେଲେ ମେଟ୍ ଚେକିଙ୍ଗ୍ ସମୟରେ ବଡ଼ ଧରଣର ସଫଳତା। ଏବେ କାଶିପୁର ଥାନା ଅଧିକାରୀ ପଦ୍ମା ମୁଥୁ ଙ୍କ। ନିର୍ଦେଶ ଅନୁଯାୟୀ ପୋଲିସ ପକ୍ଷ ରୁ ଗତକାଲି ହେଲେ ମେଟ୍ ବେକିଙ୍ଗ ହେଉଥିବା ଦୁଇ ଜଣ ସହ ଗୋଟିଏ ବାଇକ୍ କାଶିପୁର ସ୍ଥିତ ହନୁମାନ ମନ୍ଦିର ନିକଟରେ ଗିରଫ ହୋଇଛନ୍ତି ସେହି ବାଇକ୍ ନମ୍ବ ହେଲା OD08M5132 ।ସହ ଗୋଟିଏ ବସ୍ତା ସହ କେରିବେଗ ଜବତ କରାଯାଇଛି ଗଂଜେଇ୨୧,୮୬୦ କେଜି ‌ ଜବତ କରାଯାଇଛି । ଏହାର ହାରାହାରି ମୂଲ୍ୟ ଦୁଇଲକ୍ଷ ପନ୍ଦର ହଜାର ଟଙ୍କା ହେବ ବୋଲି କାଶିପୁର ଥାନା ଅଧିକାରୀ ପଦ୍ମା ମୁଥୁ ସୂଚନା ଦେଇଛନ୍ତି । ଦୁଇ ଜଣ ନାମ ହେଲା ଯଦୁମଣି ନାଏକ, କିମେଲ୍ ମାଝି ଗିରଫ କରି କୋଟ ଚାଲାଣ କରାଯାଇଛି କେସ୍ ନମ୍ବ ୧୪୩ ବୋଲି ସୁଚନା ମିଳିଛି

Post a Comment

0 Comments