ଆକ୍ସନ୍ ମୋଡ଼୍ ରେ ବନବିଭାଗ
ଦଶପଲ୍ଲା : - ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାରୁ ଆଜି ବନବିଭାଗ ଚଢାଉ କରି ୩୧ଟି ଶାଳ ସାଇଜ୍ ଓ ପଟା ଜବତ୍ କରିଛନ୍ତି। ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ବନବିଭାଗ ସ୍କ୍ୱାର୍ଡ ଚଢାଉ କରି ପ୍ରାୟ ୪୨୦ ସେଣ୍ଟିମିଟର ସାଇଜ୍ ଜବତ୍ କରିଥିବା ଜଣାପଡିଛି। ଖଵର ଲେଖାଯିବି ପର୍ଯ୍ୟନ୍ତ ବିସ୍ତ୍ରୁତ ରିପୋର୍ଟ ମିଳିପାରିନାହିଁ ।
0 Comments