ପ୍ରଗତିବାଦୀ ସମ୍ବାଦପତ୍ରର ସୁବର୍ଣ୍ଣ ଜୟନ୍ତୀ,ଦାସିଆ ଅଜାଙ୍କୁ ମାରୋନତର ପ୍ରଦ୍ୟୁମ୍ନ ବଳ ସମ୍ମାନ

 


ପ୍ରଗତିବାଦୀ ସମ୍ବାଦପତ୍ରର ସୁବର୍ଣ୍ଣ ଜୟନ୍ତୀ ଓ ବିଶିଷ୍ଟ ଜନ ନେତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ ତା ୭/୧୧/୨୦୨୨ ରେ ଦାସିଆ ଅଜାଙ୍କୁ ମାରୋନତର ପ୍ରଦ୍ୟୁମ୍ନ ବଳ ସମ୍ମାନ ପ୍ରଦାନ। ମାନ୍ୟବର କୃଷି ମନ୍ତ୍ରୀ, ସାଂସଦ କନ୍ଧମାଳ, ବିଧାୟକ ନରସିଂହ ମିଶ୍ର, ପ୍ରଗତିବାଦୀ ର ଅଧକ୍ଷା ଶାଶ୍ଵତୀ ବଳ ଓ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ଦ୍ଵାରା ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଓ ଦିବ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ସମ୍ମାନ ପ୍ରଦାନ

Post a Comment

0 Comments