ଇସ୍ରାଏଲ ଶାସନ ଭାର ସମ୍ଭାଳିବେ ବେଞ୍ଜାମିନ୍ ନେତନ୍ୟାହୁ ।*

 *🚦ପୁଣିଥରେ ଇସ୍ରାଏଲ ଶାସନ ଭାର ସମ୍ଭାଳିବେ ବେଞ୍ଜାମିନ୍ ନେତନ୍ୟାହୁ ।*



*👉🏿ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ଭାବେ ୧୪ ମାସ ପରେ ପୁଣି କ୍ଷମତାକୁ ଫେରିଲେ ବେଞ୍ଜାମିନ୍ ନେତାନ୍ୟାହୁ ।*


*👉🏿ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଞ୍ଜାମିନଙ୍କୁ ଜଣାଇଲେ ଅଭିନନ୍ଦ ।*


*👉🏿ନେତନ୍ୟାହୁ ବିଜୟୀ ହେବା ପରେ ଏହା ଭାରତ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ବୋଲି କୁହାଯାଉଛି ।*

Post a Comment

0 Comments