ଅବସରରେ ଆଜି ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା
ଫୁଲବାଣୀ ରୁ (ଅଶୋକ ପ୍ରଧାନ) ଅବସରରେ ଆଜି ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା.ଏକ ରାଲି ର ଆୟୋଜନ କରାଯାଇଥିଲା ଏହି ରାଲିକୁ ଜିଲ୍ଲା ପୋସ୍କୋ ଜଜ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଓ ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନ ର କର୍ମ ଚାରୀ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମ ଚାରୀ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଅନ୍ଗନବାଡି କରନ୍ତି ଏବଂ ମହିଳା ମହାସଂଘ ର ସଭ୍ୟା ମାନେ ପଦଯାତ୍ରା ରେ ସାମିଲ ହୋଇଥିଲେ ଏହା ପରେପରେ ଆଇନ୍ ସେଵା ପ୍ରାଧିକରଣ ର ସଚିବ ଶ୍ରୀମତୀ ରୟ ଘରକୁ ଘର ବୁଲି ଲୋକ ମାନଙ୍କୁ ସଚେତନ କରାଇ ଥିଲେ ଆଇନ ସମ୍ବନ୍ଧୀୟ ଲିଫଲେଟ୍ ବଣ୍ଟନ କରି
0 Comments