ନୟାଗଡ ପୋଲିସ କୁ ବଡ଼ ସଫଳତା ଦୁଇ ଭାଇ ଡକାୟତ ସହିତ ବଣିଆ ଗିରଫ


ନୟାଗଡ(କୈଳାଶ ଶିଅ) ଟାଉନଥାନା ପୁଲିସ ଡକାୟତୀମାମଲାରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଗଣ୍ଡପଲ୍ଲୀ ଗ୍ରାମରଦୁଇ ଭାଇ ଏ. ସନ୍ତୋଷ ଏବଂ ଏ. ଅର୍ଜୁନଙ୍କୁ ଗିରଫ । ସୁନାକିଣିଥିବା ବଣିଆ ଆସ୍କା ଥାନା ଭାଲିଆପଲ୍ଲୀର ଗୋଦାବରୀ ସାହୁଙ୍କୁମଧ୍ଯ ଗିରଫ କରାଯାଇଛି । ଅକ୍ଟୋମ୍ବର ୧୮ ତାରିଖ ଦିନ ଅନୁସୂୟାଦୋରା ନୟାଗଡ଼ କଲେଜ ରାସ୍ତାରେ ଥିବା ନାରାୟଣୀ ମନ୍ଦିରରେପୂଜା ସାରି ଫେରୁଥିବା ବେଳେ ତାଙ୍କଠାରୁ ସୁନାଚେନ୍‌ ଲୁଟହୋଇଥୁଲା । ସେହିଭଳି ଭାବେ ଡିଆନବନ୍ଧ ସାହିର ତୃପ୍ତି ମଞ୍ଜରୀସାହୁ ମଧ୍ୟ ସୁନାଚେନ୍ ଲୁଟ ନେଇ ଅଭିଯୋଗ କରିଥିଲେ ।

ପୁଲିସସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାସହଧରିବାରେସଫଳହୋଇଛିlଅଭିଯୁକ୍ତ୨ଭାଇଙ୍କଠାରୁ୨ଟିବାଇକ,୧୦ଟିମୋବାଇଲ,ଗୋଟିଏସୁନାଚେନଜବତକରାଯାଇଥିବାବେଳେତାଙ୍କଠାରୁଏକଚେନକିଣିଥିବାବଣିଆଗୋଦାବରୀଙ୍କଠାରୁଗୋଟିଏସୁନାଚେନ୍‌ଜବତକରାଯାଇଛିମଙ୍ଗଳବାରଟାଉନଥାନାପୁଲିସପକ୍ଷରୁଆୟୋଜିତସାମ୍ବାଦିକସମ୍ମିଳନୀରେଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ଏସଡିପିଓ ଶୁଭେନ୍ଦୁସିହ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି 

Post a Comment

0 Comments