ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହେଲା
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଦ୍ଧାରଣ
ଶ୍ରୀମନ୍ଦିର ନୀତିକାନ୍ତି ଓ ପାକତ୍ୟାଗ ନେଇ ନୀତି ନିର୍ଦ୍ଧାରଣ
-ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା, ୧୨ଟା୩୦ରେ ମଙ୍ଗଳ ଆଳତି
-ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ୫ଟା ୫୦ରେ ସରିବ ଭୋଗ ମଣ୍ଡପ
-୮ ତାରିଖ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ
-ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ
0 Comments