ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ଠାରେ ଲୟାଲ ଓ୍ବେଲ୍ ଫେରାର ଫାଉଣ୍ଡେସନ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଅହଲ୍ୟା ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଓ ଅସ୍ତ୍ରୋପଚାର ସିବିର ଅନୁଷ୍ଠିତ ହୋଇ ଜାଇଛି। ଏହି ସିବିରରେ ୨ ଜଣ ଡାକ୍ତର,୪ ଜଣ ଷ୍ଟାପ ଙ୍କ ସହିତ (ମାଇଛେଳି ପଞ୍ଚାୟତ ର ସରପଞ୍ଚ) ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ପଞ୍ଚାୟତ ର କ୍ରର୍ମୀ ମାନେ ଉପସ୍ଥିତ ଥିଲେ। ପ୍ରାୟ ୪୦ ରୁ ୫୦ ଲୋକ ଙ୍କର ଚକ୍ଷୁ ଚିକିତ୍ସା କରାଯାଇ ଥୀଲା ଏବଂ ୫ ରୁ ୭ ଜଣକୁ ଭୂବନେସ୍ବର ହସ୍ପିଟାଲ କୁ ଅପରେସନ ପାଇଁ ନିଆ ଯାଇଥିଲା ଏବଂ ଅନ୍ୟ ମାନଙ୍କୁ ମାଗଣା ରେ ମେଡିସିନ ଓ ଚଷମା ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରୁ ଜାଇ ଆଣିବା ପାଇଁ ପରାମର୍ଶ ଦେବାସହ ପ୍ରେସିକେସନ ପ୍ରଦାନ କରାଯାଇଥିଲା
0 Comments