ଅନଗୋଳ ସଂଯୁକ୍ତ ସେବା ସମବାୟ ବ୍ୟାଙ୍କ ଲିଃ, (AUCCB) ପରିଚାଳନା ପରିଷଦ C -10, ଡିରେକ୍ଟର ପଦବୀ ରେ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ l


 ଅନଗୋଳ ସଂଯୁକ୍ତ ସେବା ସମବାୟ ବ୍ୟାଙ୍କ ଲିଃ, ଅନଗୋଳ ( AUCCB) ପରିଚାଳନା ପରିଷଦ C - 10  ର ନିର୍ବାଚନ ରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାରିହାପୁର ଗ୍ରାମର ବି ଜେ ଡି ଦଳର ପ୍ରାର୍ଥୀ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ ଡିରେକ୍ଟର ଭାବେ 37 ଖଣ୍ଡ ଭୋଟ ରେ ନିକଟ ତର ପ୍ରତିଦ୍ବନ୍ଦୀ ବି ଜେ ପି ଦଳର ରମେଶ ସାମଲ ଙ୍କ ଠାରୁ ନିର୍ବାଚିତ ହୋଇଛନ୍ତି l ସେ ଢେଙ୍କାନାଳ ଓ ଅନଗୋଳ ଜିଲ୍ଲା ର ସମସ୍ତ କେନ୍ଦ୍ରୀୟ ସେବା ସମବାୟ ବ୍ୟାଙ୍କ ସଭାପତି ତଥା ସମ୍ପାଦକ ଡିରେକ୍ଟର ସମସ୍ତ ସଦସ୍ୟ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ କୃଷକ ବନ୍ଧୁ ଙ୍କୁ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି l

ଏଥି ସହିତ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ,ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ  ଡା଼ ନୃସିଂହ ଚରଣ ସାହୁ,ମାନ୍ୟବର ମନ୍ତ୍ରୀ ତଥା ପ୍ରଫୁଲ ମଲ୍ଲିକ,ମାନ୍ୟବର ଉପ ବାଚସ୍ପତି ରଜନୀ କାନ୍ତ ସିଂହ,ମାନ୍ୟବର ଢେଙ୍କାନାଳ ଜିଲ୍ଲା ସାଂସଦ ମହେଶ ସାହୁ,ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାଏକ,ବିଧାୟକ ମୁକେଶ କୁମାର ପାଲ,ବିଧାୟକ ବ୍ରଜ କିଶୋର ପ୍ରଧାନ,ବିଧାୟକ ସୁଶାନ୍ତ କୁମାର ବେହେରା,ବିଧାୟକ ରମେଶ ଚନ୍ଦ୍ର ସାଏ,ରାଜସ୍ବ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ର ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଅନଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ  ପ୍ରଶାନ୍ତ କୁମାର ମୁଦୁଲି, ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ ରାୟ ଚୌଧୁରୀ ଧନ୍ୟବାଦ ଜଣାଇବା ସହିତ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି  l



ପରଜଙ୍ଗ ରୁ ମାନସ ରଂଜନ ସାହୁ ଙ୍କ ରିପୋର୍ଟ ସ୍ମାଇଲ ଟିଭି ସିଂହ ନାଦ l

Post a Comment

0 Comments