ଆଜି ଫୁଲବାଣୀ ଜିଲ୍ଲା ର ବାଲିଗୁଡା ଠାରେ NLSA ର ନିର୍ଦେଶ ରେ ତଥା ବାଲିଗୁଡା A,DJ ଙ୍କ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଆନୂକୂଲ୍ୟ ରେ ବନବାସୀ ସେବା ସମିତି ବାଲିଗୁଡା ର କାର୍ଯ୍ୟ ଳୟ ଠାରେ world mental health day ପାଳିତ
ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା କୋର୍ଟ ର A ,D,J ଯୋଗ ଦେଇ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଵହୁତ ଉପାଦେୟ କଥା ଲୋକମାନଙ୍କୁ କହିଥିଲେ ଅନ୍ୟ ତମ ଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଏହି ସବୁ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଥିଲେ ଅନ୍ୟତମ ଅତିଥି ବନବାସୀ ସେବା ସମିତି ର ସହ ସମ୍ପାଦକ ରବିନ୍ଦ ପଣ୍ଡା ଲୋକ ମାନଙ୍କୁ ସଚେତନ କରାଇ ଥିଲେ
ଏହି ସଭା କୁ ପାରା ଲିଗାଲ ଭଲେନ୍ଟିୟର ଅଶୋକ ପ୍ରଧାନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମ ଚାରୀ ମାନେ ସଭା ପରିଚାଳନା ରେ ସହଯୋଗ କରିଥିଲେ
0 Comments